ତିରୋଧାନ Tirodhāna
- ସଂ. ବି (ତିରସ୍=ଅପ୍ରକାଶ୍ୟ+ଧା ଧାତୁ+ଭାବ. ଅନ) — ଅଦର୍ଶନ — Disappearance
- ସଂ. ବି (ତିରସ୍=ଅପ୍ରକାଶ୍ୟ+ଧା ଧାତୁ+ଭାବ. ଅନ) — ଅନ୍ତର୍ଧାନ — Vanishing
- ସଂ. ବି (ତିରସ୍=ଅପ୍ରକାଶ୍ୟ+ଧା ଧାତୁ+ଭାବ. ଅନ) — ଆଚ୍ଛାଦନ — Covering
- ସଂ. ବି (ତିରସ୍=ଅପ୍ରକାଶ୍ୟ+ଧା ଧାତୁ+ଭାବ. ଅନ) — ଲୁଚିବା — Concealment
- ସଂ. ବି (ତିରସ୍=ଅପ୍ରକାଶ୍ୟ+ଧା ଧାତୁ+ଭାବ. ଅନ) — (+କରଣ. ଅନ)—ଆଚ୍ଛାଦନ ବସ୍ତ୍ର — Cloak