ତିରୈ Tirāī

  • ଦେ. ଅ — ହାତୀର ମାହୁନ୍ତମାନେ ହାତୀକୁ ଗାଧୋଇବା ବେଳେ ପାଣିରେ ବା ଅନ୍ଯ ସମୟରେ ଏକ କଡ଼ ମାଡ଼ି ଭୂମିରେ ଶୋଇବା ପାଇଁ ବୋଲିବା ଶବ୍ଦ — A word uttered by the keeper of an elephant commanding him to lie down on the sides