ତିରିଭଙ୍ଗ Tiribhaṅga

  • ଗ୍ରା (ପଦ୍ଯ) ବିଣ (ସଂ. ତ୍ରିଭଙ୍ଗ) — ତ୍ରିଭଙ୍ଗ (ଦେଖ) — Tribhaṅga (See)
  • ଗ୍ରା (ପଦ୍ଯ) ବିଣ (ସଂ. ତ୍ରିଭଙ୍ଗ) — ନବୀନ କିଶୋର ଶୃଙ୍ଗ ଅନଙ୍ଗ ତରଙ୍ଗ ରଙ୍ଗ, ଦେବ ଚିନ୍ତେ ତିରିଭଙ୍ଗ କଦମ୍ବ ମୂଳେ। ପ୍ରାଚୀ ରହସ୍ୟମଞ୍ଜରୀ ।