ତିରସ୍କାରିବା Tiraskāribā

  • ଦେ. (ପଦ୍ଯ) କ୍ରି. (ସଂ. ତିରସ୍କାର) — ତିରସ୍କାର କରିବା; ଗାଳି ଦେବା — To rebuke; to reproach; to scold
  • ଦେ. (ପଦ୍ଯ) କ୍ରି. (ସଂ. ତିରସ୍କାର) — ଜେମା ସେବା—ଦାସୀ ମୋତେ ତିରସ୍କାର କୂପେ ଠେଲି ଗଲା ଚାଲି— ନନ୍ଦକିଶୋର, ଶର୍ମିଷ୍ଠା।
  • ଦେ. (ପଦ୍ଯ) କ୍ରି. (ସଂ. ତିରସ୍କାର) — ନିନ୍ଦା କରିବା — To blame