ତିରସ୍କର Tiraskara

  • ଗ୍ରା. (ପଦ୍ଯ) ବି. (ସଂ. ତିରସ୍କାର) — ତିରସ୍କାର (ଦେଖ) — Tiraskāra (See)
  • ଗ୍ରା. (ପଦ୍ଯ) ବି. (ସଂ. ତିରସ୍କାର) — ବରଷକ ବର ଶକଚି କତିର ତିରସ୍କର କରବୀର । ଭଞ୍ଜ. ବୈଦେହୀଶବିଳାସ ।
  • ସଂ. ବିଣ. (ତିରସ୍+କୃ ଧାତୁ+କର୍ତ୍ତୃ. ଅ) — ବଳି ପଡ଼ିଥିବା — Surpassing; excelling (Apte)