ତିରଶ୍ଚୀ Tiraṡchī

  • ସଂ. ବି. ସ୍ତ୍ରୀ (ତିରସ୍=ବକ୍ର+ଅଞ୍ଚ୍ ଧାତୁ=ଗମନ କରିବା+ କର୍ତ୍ତୃ. କ୍ୱିପ=ତିର୍ଯ୍ୟଚ୍+ସ୍ତ୍ରୀ. ଈ; ନିପାତନ) — ସ୍ତ୍ରୀଜାତୀୟ ପଶୁପକ୍ଷୀ; ମାଈ ପଶୁପକ୍ଷୀ — Female beast and birds
  • ସଂ. ବି — ତିର୍ଯ୍ୟକ୍ର ସ୍ତ୍ରୀଲିଙ୍ଗ — Feminine of Tirj̄yak