ତିରଶ୍ଚୀନ Tiraṡchīna

  • ସଂ. ବିଣ. (ତିର୍ଯ୍ୟକ୍+ସମ୍ବନ୍ଧାର୍ଥେ ଈନ; ତିର୍ଯ୍ୟକ୍ ସ୍ଥାନରେ ତିରଶ୍ଚ ଆଦେଶ) — ବଙ୍କା; ବକ୍ର; ତେର୍ଚ୍ଛା — Awry; oblique
  • ସଂ. ବିଣ. (ତିର୍ଯ୍ୟକ୍+ସମ୍ବନ୍ଧାର୍ଥେ ଈନ; ତିର୍ଯ୍ୟକ୍ ସ୍ଥାନରେ ତିରଶ୍ଚ ଆଦେଶ) — କୁଟିଳ; ବଙ୍କାଢଙ୍କା — Crooked
  • ସଂ. ବିଣ. (ତିର୍ଯ୍ୟକ୍+ସମ୍ବନ୍ଧାର୍ଥେ ଈନ; ତିର୍ଯ୍ୟକ୍ ସ୍ଥାନରେ ତିରଶ୍ଚ ଆଦେଶ) — ଆଡ଼ବାଗରେ ଥିବା — Set crosswise