ତିମିରି Timiri

  • ଗ୍ରା. ବି. (ସଂ. ତିମିର) — ଅନ୍ଧାକାର — Darkness
  • ଗ୍ରା. ବି. (ସଂ. ତିମିର) — ଏମନ୍ତେ ରଜନୀ ହୋଇଲା, ଘୋର ତିମିରି ପ୍ରକାଶିଲା। ଜଗନ୍ନାଥ, ଭାଗବତ ।
  • ଗ୍ରା. ବି. (ସଂ. ତିମିର) — 'ତିମିର' ନାମକ ଚକ୍ଷୁରୋଗ — An eye-disease