ତିମିରନୁଦ୍ Timiranud

  • ସଂ. ବିଣ. (ତିମିର+ନୁଦ୍ ଧାତୁ+କର୍ତ୍ତୃ. କ୍ୱିପ୍) — ଅନ୍ଧକାରନାଶକ — Dispelling darkness
  • ସଂ. ବି. — ସୂର୍ଯ୍ୟ — The sun
  • ସଂ. ବି. — (ତିମିରଭିଦ୍, ତିମିର ରିପୁ, ତିମିରହର, ତିମିରାରି—ଅନ୍ଯରୂପ)