ତିମିଙ୍ଗିଳ Timiṅgiḻa

  • ସଂ. ବି.—(ତିମି+ଗିଳ୍ ଧାତୁ=ଗିଳିବା+କର୍ତ୍ତୃ. ଅ) — ତିମିଠାରୁ ବୃହଦାକାର ମତ୍ସ୍ୟବିଶେଷ; (ଯେଉଁ ମାଛ ତିମି ମାଛକୁ ଗିଳି ପାରେ) — The sperm whale; the bigger whale (which can devour whales); Physter Macroaphalus
  • ସଂ. ବି.—(ତିମି+ଗିଳ୍ ଧାତୁ=ଗିଳିବା+କର୍ତ୍ତୃ. ଅ) — ଦ୍ୱୀପବିଶେଷ (ହି. ଶବ୍ଦସାଗର) — Name of an island
  • ସଂ. ବି.—(ତିମି+ଗିଳ୍ ଧାତୁ=ଗିଳିବା+କର୍ତ୍ତୃ. ଅ) — 3 ଉକ୍ତ ଦ୍ୱୀପର ନିବାସୀ (ହି. ଶବ୍ଦସାଗର) — 3ଉକ୍ତ ଦ୍ୱୀପର ନିବାସୀ (ହି. ଶବ୍ଦସାଗର)— Inhabitant of the above island