ତିମିଙ୍ଗିଳାଶନ Timiṅgiḻāṡana
- ସଂ. ବି. — ବୃହତ୍ ସଂହିତାରେ ବର୍ଣ୍ଣିତ ଦକ୍ଷିଣର ଦେଶ ବିଭାଗବିଶେଷ — Name of a tract of country in the south
- ସଂ. ବି. — [ଦ୍ର—ଲଙ୍କାଦ୍ୱୀପ ଏହି ବିଭାଗର ଅନ୍ତର୍ଗତ । ଏଥିର ଅଧିବାସୀ— ମାନେ ତିମିଙ୍ଗିଳ ମତ୍ସ୍ୟର ମାଂସ ଆହାର କରନ୍ତି—ହି. ଶବ୍ଦସାଗର ।]
- ସଂ. ବି. — ଉକ୍ତ ଦେଶର ନିବାସୀ — The inhibants of the said tract of country