ତିପାହିଆ Tipāhiā

  • ଦେ. ବି. (ସଂ. ତ୍ରିପଦୀ) — ତିନି ଗୋଡ଼ିଆ ସ୍ଟୁଲ — A tripod; a tepoy; a stool with three legs
  • ଦେ. ବିଣ — ତିନି ଗୋଡ଼ିଆ — Three-legged