ତିନ୍ତୁଡ଼ି Tintuṟḍ̠i

  • ଦେ. ବି. (ସଂ. ତିନ୍ତିଡ଼ୀ) — ତିନ୍ତୁଳି (ଦେଖ) — Tintuḻi (See)
  • ଦେ. ବି. (ସଂ. ତିନ୍ତିଡ଼ୀ) — ହରୀତକୀ ଝାଇଁ ଅଗସ୍ତି ତିନ୍ତୁଡ଼ି ସୁରତରୁ ଶାଖୋଟକ— ନନ୍ଦକିଶୋର. ଶର୍ମିଷ୍ଠା ।