ତିନ୍ତୁଳିଆ ବିଛା କାମୁଡ଼ିବା Tintuḻiā bichhā kāmuṟḍ̠ibā

  • ଦେ. ବି. (ଲକ୍ଷଣାର୍ଥ) — ତୀବ୍ର ଯାତନାଦାୟକ ଚିନ୍ତାରେ ବ୍ୟତି— ବ୍ୟସ୍ତ ହେବା; ଘୋର ଚିନ୍ତାରେ ଅଭିଭୂତ ହେବା — Being overpowered with stinging or distressing thoughts