ତିନ୍ତା Tintā

  • ଦେ. ବିଣ. (ସଂ. ତିମ୍ ଧାତୁ=ଆର୍ଦ୍ର ହେବା) — ଆର୍ଦ୍ର; ଓଦା — Wet; moistened; damp
  • ଦେ. ବି — ଆର୍ଦ୍ର ହେବା; ଓଦା ହେବା, ତିନ୍ତିବା — The state of being wet or moistened
  • ଦେ. ବି — ଓଦା କରିବା — Moistening; Wetting