ତିନ୍ତାଇବା Tintāibā

  • ଦେ. କ୍ରି. (ତିନ୍ତିବାର ଣିଜନ୍ତରୂପ) — ଓଦା କରିବା; ଭିଜାଇବା — To wet; to moisten
  • ଦେ. କ୍ରି. (ତିନ୍ତିବାର ଣିଜନ୍ତରୂପ) — ବତୁରାଇବା — To damp