ତିନି ହୋରି Tini hori

  • ଦେ. ବିଣ. (ତୁଳ. ଦୋହରି) — ତ୍ରିଗୁଣ; ତିନି ସରି ହୋଇ ଭଙ୍ଗା ହୋଇଥିବା — Folded thrice; threefold
  • ଦେ. ବିଣ. (ତୁଳ. ଦୋହରି) — (ଯଥା—ଦଉଡ଼ିକୁ ତିନିହୋରି କରି ଭାଙ୍ଗିଲେ ତାହା ଦୃଢ଼ ହୁଏ ।)