ତିନି କୁଳ Tini kuḻa

  • ଦେ. ବି — କୌଣସି ବିବାହିତା ସ୍ତ୍ରୀର ସମ୍ପର୍କୀୟ 3 ଗୋଟି ବଂଶ—ପିତୃକୁଳ, ମାତାଙ୍କର ପିତୃକୁଳ ଓ ଶ୍ୱଶୁରକୁଳ — କୌଣସି ବିବାହିତା ସ୍ତ୍ରୀର ସମ୍ପର୍କୀୟ3ଗୋଟି ବଂଶ—ପିତୃକୁଳ, ମାତାଙ୍କର ପିତୃକୁଳ ଓ ଶ୍ୱଶୁରକୁଳ— The three families with which a woman has connection, viz. her father's family, her mother's father's family and her own (i.e. the family in which she is married)
  • ଦେ. ବି — (ଯଥା—ବିପଟୀ ସ୍ତ୍ରୀ ତିନି କୁଳରେ କଳଙ୍କ ଲଗାଏ ।)