ତିଥି ସନ୍ଧି Tithi sandhi

  • ସଂ. ବି (ଜ୍ୟୋତିଷ) ( 6 ଷ୍ଠୀ ତତ୍; ତିଥି+ସନ୍ଧି) — ଦୁଇଟି ତିଥିର ସନ୍ଧିକାଳ; ଏକ ତିଥିର ଶେଷ ଓ ପରବର୍ତ୍ତୀ ତିଥିର ଆରମ୍ଭକାଳ — Conjunction of 2 lunar days