ତିଥି ପତି Tithi pati

  • ସଂ. ବି. ( 6 ଷ୍ଠୀ ତତ୍; ତିଥି+ପତି) — ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ତିଥିର ଅଧିଷ୍ଠାତ୍ରୀ ଦେବତା — The Deities presiding over the different lunar days
  • ସଂ. ବି. ( 6 ଷ୍ଠୀ ତତ୍; ତିଥି+ପତି) — [ଦ୍ର—ସେହି ସେହି ତିଥିରେ ସେହି ସେହି ଦେବତାମାନଙ୍କର ପୂଜା କରାଯାଏ।]