ତିଥି କ୍ଷୟ Tithi kshaya
- ସଂ. ବି. (ବହୁବ୍ରୀହି, ତିଥି=ତିଥିର ଉପଲକ୍ଷିତ ଚନ୍ଦ୍ରକଳା+ କ୍ଷୟ) — ଅମାବାସ୍ୟା — 1. The day of the new-moon
- ସଂ. ବି. (ବହୁବ୍ରୀହି, ତିଥି=ତିଥିର ଉପଲକ୍ଷିତ ଚନ୍ଦ୍ରକଳା+ କ୍ଷୟ) — ସୂର୍ଯ୍ୟୋଦୟ ପୂର୍ବରୁ ଶେଷ ବା ଆରମ୍ଭ ହେବା ତିଥି — A lunar day beginning or ending before sun-rise
- ସଂ. ବି. (ବହୁବ୍ରୀହି, ତିଥି=ତିଥିର ଉପଲକ୍ଷିତ ଚନ୍ଦ୍ରକଳା+ କ୍ଷୟ) — ତ୍ର୍ୟହସ୍ପର୍ଶ ଦିବସ — The day on which lunar days fall
- ସଂ. ବି. (ବହୁବ୍ରୀହି, ତିଥି=ତିଥିର ଉପଲକ୍ଷିତ ଚନ୍ଦ୍ରକଳା+ କ୍ଷୟ) — [ଦ୍ର—ଯେଉଁ ଦିନ 2 ଟି ତିଥି କ୍ଷୟ ହୋଇ 3 ୟ ତିଥିର ଆରମ୍ଭ ହୁଏ ତାକୁ ତ୍ର୍ୟହସ୍ପର୍ଶ ଦିବସ ବୋଲାଯାଏ। ଯେଉଁ ଦିନ ସୂର୍ଯ୍ୟୋଦୟ ବେଳକୁ ଗୋଟିଏ ତିଥିର କେତେକ ଅଂଶ ବାକି ଥାଏ, ତାହା ଭୋଗ ହୋଇ, ପରବର୍ତ୍ତି ତିଥି ଭୋଗ ହୁଏ, ତେବେ ସୁଦ୍ଧା ସୂର୍ଯ୍ୟୋଦୟ ହୋଇ ନ ଥାଏ ଓ 3 ୟ ତିଥି ପଡ଼ିବା ପରେ ସୂର୍ଯ୍ୟୋଦୟ ହୁଏ ତାହାକୁ ତ୍ର୍ୟହସ୍ପର୍ଶ ତିଥି ବୋଲାଯାଏ।] — [ଦ୍ର—ଯେଉଁ ଦିନ2ଟି ତିଥି କ୍ଷୟ ହୋଇ3ୟ ତିଥିର ଆରମ୍ଭ ହୁଏ ତାକୁ ତ୍ର୍ୟହସ୍ପର୍ଶ ଦିବସ ବୋଲାଯାଏ ଯେଉଁ ଦିନ ସୂର୍ଯ୍ୟୋଦୟ ବେଳକୁ ଗୋଟିଏ ତିଥିର କେତେକ ଅଂଶ ବାକି ଥାଏ, ତାହା ଭୋଗ ହୋଇ, ପରବର୍ତ୍ତି ତିଥି ଭୋଗ ହୁଏ, ତେବେ ସୁଦ୍ଧା ସୂର୍ଯ୍ୟୋଦୟ ହୋଇ ନ ଥାଏ ଓ3ୟ ତିଥି ପଡ଼ିବା ପରେ ସୂର୍ଯ୍ୟୋଦୟ ହୁଏ ତାହାକୁ ତ୍ର୍ୟହସ୍ପର୍ଶ ତିଥି ବୋଲାଯାଏ]