ତିତୀର୍ଷୁ Titīrshu

  • ସଂ. ବିଣ. (ତୃ ଧାତୁ+ଇଚ୍ଛାର୍ଥରେ ସନ୍+ଉ) — ତରଣେଚ୍ଛୁକ; ପାରିହେବାକୁ ଇଚ୍ଛୁକ — Desirous of crossing