ତିଜ୍ (ଧାତୁ) Tij (root)

  • ସଂ — ତୀକ୍ଷ୍ଣ କରିବା — To sharpen; to whet
  • ସଂ — ସହ୍ୟ କରିବା — To bear; to endure
  • ସଂ — ଉତ୍ତେଜିତ କରିବା — To excite; to incite (Apte)
  • ସଂ — ତେଜିବା — To stir (Apte)