ତିଜାରତି Tijārati
- ବୈଦେ. ବିଣ. (ଆ. ତିଜାରତୀ) — ବାଣିଜ୍ୟ ସମ୍ବନ୍ଧୀୟ — Pertaining to trade
- ବୈଦେ. ବିଣ. (ଆ. ତିଜାରତୀ) — ମହାଜନୀ ସମ୍ବନ୍ଧୀୟ — Pertaining to money-lending
- ବି. (ଆ) — ବାଣିଜ୍ୟ—ବସ୍ତୁ; ପଣ୍ୟ ଦ୍ରବ୍ୟ — Merchandise
- ବି. (ଆ) — ବାଣିଜ୍ୟ ପେଶା — The profession of trade