ତିଗ୍ମତା Tigmatā

  • ସଂ. ବି (ତିଗ୍ମ+ଭାବ. ତା) — ପ୍ରଖରତା — Sharpness; acuteness
  • ସଂ. ବି (ତିଗ୍ମ+ଭାବ. ତା) — ରାଗ ସ୍ୱାଦ — Pungency
  • ସଂ. ବି (ତିଗ୍ମ+ଭାବ. ତା) — ଉଷ୍ଣତା — Warmth