ତିକ୍ତରାଜ Tiktarāja

  • ଦେ. ବି. — ରୋହିତକ; ନିମ୍ବାଦିବର୍ଗର ତରୁବିଶେଷ — Amoora or Andersonia Rohitaka tree
  • ଦେ. ବି. — [ଦ୍ର—ଏ ଗଛର ଅଗ ଆଡ଼େ ବେଶି ଶାଖା; କାଠ ନିମ୍ବକାଠ ଠାରୁ ଈଷତ୍ ନାଲିଆ; ପତ୍ର କୋମଳ ଓ ଲୋମଶ; ପର୍ଣ୍ଣ 5।7 ଯୋଡ଼ା; ଫୁଲ ସାନ ଓ ତ୍ରିଦଳ; ଫଳ ପାଚିଲେ 3 ଫାଳ ହୋଇ ଫାଟି ଯାଏ; ଫଳ ଦେଖିବାକୁ ଡାଳିମ୍ବଫୁଲପରି। ଏହା ପ୍ଳୀହା ରୋଗରେ ଉପକାରୀ; ଏହା ରୁଚିକାରକ ଓ ରକ୍ତପ୍ରସାଦକ।] — [ଦ୍ର—ଏ ଗଛର ଅଗ ଆଡ଼େ ବେଶି ଶାଖା; କାଠ ନିମ୍ବକାଠ ଠାରୁ ଈଷତ୍ ନାଲିଆ; ପତ୍ର କୋମଳ ଓ ଲୋମଶ; ପର୍ଣ୍ଣ57ଯୋଡ଼ା; ଫୁଲ ସାନ ଓ ତ୍ରିଦଳ; ଫଳ ପାଚିଲେ3ଫାଳ ହୋଇ ଫାଟି ଯାଏ; ଫଳ ଦେଖିବାକୁ ଡାଳିମ୍ବଫୁଲପରି ଏହା ପ୍ଳୀହା ରୋଗରେ ଉପକାରୀ; ଏହା ରୁଚିକାରକ ଓ ରକ୍ତପ୍ରସାଦକ]