ତିକ୍ତପର୍ବା Tikta-parbā

  • ସଂ. ବି. (ବହୁବ୍ରୀହି; ତିକ୍ତ+ପର୍ବନ) — ଦୂବ — The creeping Cynodon
  • ସଂ. ବି. (ବହୁବ୍ରୀହି; ତିକ୍ତ+ପର୍ବନ) — ଗୁଳୁଚି (ହି. ଶବ୍ଦସାଗର) (ଦେଖ) — Guḻuchi (See)
  • ସଂ. ବି. (ବହୁବ୍ରୀହି; ତିକ୍ତ+ପର୍ବନ) — ଯଷ୍ଟିମଧୁ (ହି. ଶବ୍ଦସାଗର) (ଦେଖ) — J̄ashṭi madhu (See)
  • ସଂ. ବି. (ବହୁବ୍ରୀହି; ତିକ୍ତ+ପର୍ବନ) — ସୂର୍ଯ୍ୟମୁଖୀ (ହି. ଶବ୍ଦସାଗର) (ଦେଖ) — Sūrj̄ya-mukhī (See)