ତିଉଣ Tiuṇa

  • ଦେ. ବି. (ସଂ. ତେମନ, ତୃଣାନ୍ନ) — ବ୍ୟଞ୍ଜନ; ତରକାରୀ — Curry
  • ଦେ. ବି. (ସଂ. ତେମନ, ତୃଣାନ୍ନ) — [ଦ୍ର—ରାନ୍ଧିବାର ପ୍ରକାରଭେଦରେ ଓ ପରିବା ଆଦି ଉପକରଣ ଭେଦରେ ମହୁର, ବେଶର, ଆମ୍ବୁଳ, ଶାକରା, ପିତା, ସନ୍ତୁଳା, ଖରଡ଼ା, ଠୁକୁଠୁକା ଆଦି ନାନାପ୍ରକାର ତିଅଣ କରାଯାଏ।]