ତିଆରିବା Tiāribā

  • ଦେ. କ୍ରି — ଗାଳିଦେବା; ଆକଟ କରିବା — To rebuke; to reprimand
  • ଦେ. କ୍ରି — ନିବର୍ତ୍ତ ରହ ଆଉ ମତେ ନ ତିଆର—କୃଷ୍ଣସିଂହ, ମହାଭାରତ. ଆଦି।
  • ଦେ. କ୍ରି — ମନ୍ଦ କଥାରୁ ନିବର୍ତ୍ତାଇବା — To dissuade a person from doing any bad act
  • ଦେ. କ୍ରି — ଦେଖେଇ ଶିଖେଇ ଗାଳିଦେବା; ବ୍ୟଙ୍ଗ କରିବା — To throw out innuendoes
  • ଦେ. କ୍ରି — କୌଣସି ବିଷୟ ବୁଝାଇବା; ବିଶିଷ୍ଟ ଉପଦେଶ ଦେବା — To give special instuctions or directions
  • ଦେ. କ୍ରି — ଦୂତମାନଙ୍କ ହକାରିବ, ସବୁଙ୍କ ତିଆରି କହିବ—ଭୂପତି. ପ୍ରେମପଞ୍ଚାମୃତ।
  • ଦେ. କ୍ରି — ତିଆରି କରିବା; ପ୍ରସ୍ତୁତ କରିବା — To prepare; to build; to construct; to make
  • ଦେ. କ୍ରି — ଫରମାସି କରିବା — To order for
  • ଦେ. କ୍ରି — ହରିତକୀ ପାଇ ତିଆରିଲେ ବୈଦ୍ୟକୁଳ ଭାରବାହେ ଭାରରେ ଆଣନ୍ତି ଜାତିଫଳ ଯେ। କୃଷ୍ଣସିଂହ. ମହାଭାରତ।