ତିଆର କରିବା Tiāra karibā

  • ଦେ. କ୍ରି — ପ୍ରସ୍ତୁତକରିବା; ନିର୍ମାଣକରିବା — To build; to make; to manufacture; to prepare
  • ଦେ. କ୍ରି — ରଚନା କରିବା — To compose
  • ଦେ. କ୍ରି — ସମ୍ପନ୍ନ କରିବା — To finish; to complete
  • ଦେ. କ୍ରି — ସଜ କରିବା; ସଜାଇବା — To make ready; to equip