ତିଆପୁଡ଼ା Tiāpuṟḍ̠ā

  • ପ୍ରାଦେ (ଗଡ଼ଜାତ ଓ ଗଞ୍ଜାମ) ବି — ଏକପ୍ରକାର କଉଡ଼ି ଖେଳ; ଶୂଳେଇ ଖେଳ — A kind of indoor game at hazards played by 4 players with cowrie-shells
  • ପ୍ରାଦେ (ଗଡ଼ଜାତ ଓ ଗଞ୍ଜାମ) ବି — [ଦ୍ର—ଏଥିରେ 4 ଗଣ୍ଡା କଉଡ଼ିରେ 4 ଜଣ ଖେଳାଳି ଖେଳନ୍ତି। 4 ଜଣଙ୍କର 4 ଟି ଦାନାର ନାମ; ଯଥା— ନିକି— 1, 5, 9, 13 ଦୁଆ— 2, 6, 10, 14 ତିଆ— 3, 7, 11, 15 ପୁଡ଼ା— 4, 8, 12, 16 ।] — [ଦ୍ର—ଏଥିରେ4ଗଣ୍ଡା କଉଡ଼ିରେ4ଜଣ ଖେଳାଳି ଖେଳନ୍ତି4ଜଣଙ୍କର4ଟି ଦାନାର ନାମ; ଯଥା— ନିକି—1, 5, 9, 13ଦୁଆ—2, 6, 10, 14ତିଆ—3, 7, 11, 15ପୁଡ଼ା—4, 8, 12, 16]