ତିଅଣ ଶାଗ Tuaṇa ṡāga

  • ଦେ. ବି. (ସହଚର; ସଂ ଶାକ) — ଭାତ ସଙ୍ଗେ ଖିଆ ଯିବା ବ୍ୟଞ୍ଜନାଦି — Curry (generally)
  • ଦେ. ବି. (ସହଚର; ସଂ ଶାକ) — ତିଅଣ ଓ ଶାଗଭାଜି — Curry and cooked pot-herbs