ତି ତି ତି Ti ti ti

  • ଦେ. ଅ — ପୋଷା ପାରା ଓ ହଂସ ଆଦିଙ୍କୁ ଡାକିବାର ଶବ୍ଦ — Sound uttered to call domestic pigeons
  • ଦେ. ଅ — ଶିଶୁଙ୍କ ଆଖିରେ କଜଳ ଦେବା ବେଳେ ସ୍ତ୍ରୀ ଲୋକ— ମାନଙ୍କର ବୋଲିବା ଶବ୍ଦ — Sound uttered by females while painting the eyes of children with collyrium