ତାଡ଼ିତ ମାନ ଯନ୍ତ୍ର Tāṟḍ̠ita māna j̄antra

  • ସଂ. ବି (ଆଧୁନିକ ବିଜ୍ଞାନ ପରିଭାଷା) — ଯେଉଁ ଯନ୍ତ୍ରଦ୍ୱାରା ତାଡ଼ିତ ଶକ୍ତିର ସଞ୍ଚାଳନ, ସଞ୍ଚୟ ଓ ଉପସ୍ଥିତି ପ୍ରଭୃତି ପରୀକ୍ଷା ଦ୍ୱାରା ସ୍ଥିର କରାଯାଏ; ଇଲେକ୍ଟ୍ରୋସ୍କୋପ୍ — Electroscope