ତାଡ଼ି ହେବା Tāṟḍ̠i hebā

  • ଦେ. କ୍ରି — ଶଗଡ଼ ବା ହଳର ଯୁଆଳିରେ ଯୋଚା ଯାଇଥିବା ବଦଳ ସିଧା ହୋଇ ନ ଚାଲି ପରସ୍ପର ପରସ୍ପରକୁ ଠେଲି ଠେଲି ଚାଲିବା — (the two bullocks of cart or plough) To walk in the manner of propelling each other and not straight forwardly
  • ଦେ. କ୍ରି — (ଯଥା—ଏ ବଳଦ ଖାଲି ତାଡ଼ି ହେଉଛନ୍ତି।)
  • ଦେ. କ୍ରି — (ତାଡ଼ିବାର କର୍ମବାଚ୍ୟ ରୂପ)—ଉତ୍ପାଟିତ ହେବା — To be uprooted
  • ଦେ. କ୍ରି — (ଯଥା—ବହୁ ପରିଶ୍ରମ କରି ସୁଦ୍ଧା ଏ ଗଛଟି ତାଡ଼ି ହେଲା ନାହିଁ।)