ତାଡ଼ି ବାଲା Tāṟḍ̠i bālā

  • ଦେ. ବି. ପୁଂ. — ଯେଉଁ ବ୍ଯକ୍ତି ତାଡ଼ି ଗଛ କାଟି ତାଡ଼ି ବାହାର କରେ
  • ଦେ. ବି. ପୁଂ. — ତାଡ଼ିବୁଆଲା; ତାଡ଼ିଉଆଲା, ତାଡ଼ିୱାଲା ଅନ୍ଯରୂପ — ତାଡ଼ିବୁଆଲା; ତାଡ଼ିଉଆଲା, ତାଡ଼ିୱାଲାଅନ୍ଯରୂପ
  • ଦେ. ବି. ପୁଂ. — ଯେ ତାଡ଼ି ବିକ୍ରୟ କରେ — Toddy-seller