ତାଡ଼ି କାଟିବା Tāṟḍ̠i kāṭibā

  • ଦେ. କ୍ରି. — ତାଡ଼ିରସ ବାହାର କରିବା ନିମନ୍ତେ ଖଜୁରି ଗଛର ବେକକୁ କାଟିବା — To scrape the neck of a date-palm tree to get toddy; to tap the date-palm tree for extracting toddy
  • ଦେ. କ୍ରି. — [ଦ୍ର—ଆମ ଦେଶରେ ଶିଅଳ ଖଜୁରି ଗଛର କନ୍ଦା ନିକଟସ୍ଥ ଅଂଶକୁ ଚାଞ୍ଛି କରି ସେଥିରୁ ତାଡ଼ୀ ବାହାର କରନ୍ତି ଓ ତାହା କାଟି ସେଥିରେ ମାଟିର ଘଡ଼ି ଝୁଲାଇବାକୁ ଗଛ ବସାଇବା କହନ୍ତି। ତାଟି କାଟିବା ନିମନ୍ତେ ଉପକରଣ; ଯଥା— 1 . ଦଉଡ଼ି 2 ଖୋପା ବା ଖେଦି। 3 . କଟୁରି ଘଷିବା କାଠ। 4 . କଟୁରି ଘଷିବା ଚୂନା।] — [ଦ୍ର—ଆମ ଦେଶରେ ଶିଅଳ ଖଜୁରି ଗଛର କନ୍ଦା ନିକଟସ୍ଥ ଅଂଶକୁ ଚାଞ୍ଛି କରି ସେଥିରୁ ତାଡ଼ୀ ବାହାର କରନ୍ତି ଓ ତାହା କାଟି ସେଥିରେ ମାଟିର ଘଡ଼ି ଝୁଲାଇବାକୁ ଗଛ ବସାଇବା କହନ୍ତି ତାଟି କାଟିବା ନିମନ୍ତେ ଉପକରଣ; ଯଥା—1. ଦଉଡ଼ି2ଖୋପା ବା ଖେଦି3. କଟୁରି ଘଷିବା କାଠ4. କଟୁରି ଘଷିବା ଚୂନା]