ତାଡ଼ାତାଡ଼ି Tāṟḍ̠ātāṟḍ̠i

  • ଦେ. କ୍ରି. ବିଣ (ସଂ. ତ୍ୱରା; ବଙ୍ଗଳାରୁ ଅନୁକୃତ) — ତଡ଼ବଡ଼ି; ଅତିଶୀଘ୍ର; ଅବିଳମ୍ବେ; ଶୀଘ୍ର ଶୀଘ୍ର — Hurriedly; helter-skelter; in hot haste; hastily; in a confused hurry