ତାଡ଼ପା Tāṟḍ̠apā

  • ଦେ. ବି. (ସଂ. ତଡ଼୍ ଧାତୁ=ଆଘାତ) — ତଡ଼କା; କାନଅତଡ଼ା; ବହୁକ୍ଷଣ ଉଚ୍ଚଶବ୍ଦ ଶୁଣିବାଦ୍ୱାରା କର୍ଣର ସ୍ତବ୍ଧ ହେବା ଅବସ୍ଥା — Dinned or stunned condition of the ears (by loud sounds)