ତାଡ଼ନୀୟକ Tāṟḍ̠anīyaka

  • ସଂ. ବି. ପୁଂ — ଚାବୁକଧାରୀ କର୍ମଚାରୀ ବା ଭୃତ୍ୟ; ବେତ୍ରଧାରୀ ଭୃତ୍ୟ — A lictor; a servant who carries the master's whip; a whipper