ତାଡ଼ଣ ମାଡ଼ଣ Tāṟḍ̠aṇa māṟḍ̠aṇa

  • ଗ୍ରା. ବି.—(ସଂ. ତାଡ଼ନ ଓ ମର୍ଦ୍ଦନରୁ) — କୁମ୍ଭାରମାନେ ପାତ୍ର ଗଢ଼ିବା ପାଇଁ ମାଟିକୁ ଦଳାଦଳି ବା ଚକଟା ଚକଟି କରିବା — Kneading of clay for preparing pots
  • ଗ୍ରା. ବି.—(ସଂ. ତାଡ଼ନ ଓ ମର୍ଦ୍ଦନରୁ) — ଗାଳି ଓ ମାଡ଼ — Rebuking and thrashing