ତାହି ହେବା Tāhi hebā

  • ଦେ. କ୍ରି — (ଭାତି ତାଇଲା ବେଳେ ଭାତି ଯେଉଁ ପରି ଉଠେ ପଡ଼େ ସେହିପରି) (ଶ୍ୱାସ ରୋଗୀ) ଶ୍ୱାସର ହପ୍ପାରେ ଉଠିବା ପଡ଼ିବା ପ୍ରକାରେ କ୍ଷୁବ୍ଧ ହେବା — To gasp violently (said of an asthmatic patient during a severe fit of asthma) compared to the rise and fall of the bellows when blown
  • ଦେ. କ୍ରି — (ଶିଶୁ) ବହୁତ ବିଳାସଯୁକ୍ତ ହେବା — (a child) To be very sportful and active
  • ଦେ. କ୍ରି — (ଯଥା—ବର୍ଷକର ପିଲା ଆମ ଜଗବନ୍ଧୁଟି ଭାରି ତାହି ହଉଛି।)