ତାହାରେ Tāhāre

  • ଦେ. (ପ୍ରାଚୀନ ପଦ୍ଯ) ସର୍ବ (ସଂ. ତଦ୍; 7 ମୀ. 1 ବ) — ତାହାଠାରେ; ତହିଁରେ — In that
  • ଦେ. (ପ୍ରାଚୀନ ପଦ୍ଯ) ସର୍ବ (ସଂ. ତଦ୍; 7 ମୀ. 1 ବ) — ଦେହରେ ଯେହ୍ନେ ଆତ୍ମା ଥାଇ ଦେହ ତାହାରେ ନ ମିଶଇ। ଭୂପତି. ପ୍ରେମପଞ୍ଚାମୃତ।