ତାହାଠିକୁ Tāhā ṭhiku
- ଗ୍ରା. ସର୍ବ. (ଅନାଦରାର୍ଥକ) — ( 2 ୟା ବିଭକ୍ତି) ସେହି ବ୍ଯକ୍ତି ନିକଟକୁ — (2ୟା ବିଭକ୍ତି) ସେହି ବ୍ଯକ୍ତି ନିକଟକୁ— . To that person
- ଗ୍ରା. ସର୍ବ. (ଅନାଦରାର୍ଥକ) — ( 5 ମୀ ବିଭକ୍ତି) ତାହାଠାରୁ; ତାହା ଅପେକ୍ଷା — (5ମୀ ବିଭକ୍ତି) ତାହାଠାରୁ; ତାହା ଅପେକ୍ଷା— . From him; than him
- ଗ୍ରା. ସର୍ବ. (ଅନାଦରାର୍ଥକ) — (ଯଥା—ରାମ ଶାମ ଦୁଇ ଜଣଙ୍କ ମଧ୍ୟରେ ଏ ତାହାଠିକି ବଡ଼।)