ତାହାଁ ତକ୍ Tāñ tak
- ଦେ. ଅ. (ହିନ୍ଦିରୁ ଅନୁକୃତ; ତୁଳ ଓଡ଼ିଆରେ ବ୍ଯବହୃତ ହିନ୍ଦି. ଯାହାଁତକ; କାହାଁତକ) — ତେତେଦୂର; ତାବତ୍ — So far
- ଦେ. ଅ. (ହିନ୍ଦିରୁ ଅନୁକୃତ; ତୁଳ ଓଡ଼ିଆରେ ବ୍ଯବହୃତ ହିନ୍ଦି. ଯାହାଁତକ; କାହାଁତକ) — ସେହି ସ୍ଥାନ ପର୍ଯ୍ୟନ୍ତ — Upto that place
- ଦେ. ଅ. (ହିନ୍ଦିରୁ ଅନୁକୃତ; ତୁଳ ଓଡ଼ିଆରେ ବ୍ଯବହୃତ ହିନ୍ଦି. ଯାହାଁତକ; କାହାଁତକ) — ସେହି କାଳ ପର୍ଯ୍ୟନ୍ତ — Till that time; so long