ତାସ୍ କାଟିବା Tās kāṭibā

  • ଦେ. କ୍ରି — କୌଣସି ଖେଳାଳିର ହାତରେ ଥିବା ତାସ୍ ମଧ୍ୟରୁ ଅନ୍ଯ ଖେଳାଳି ଅନିର୍ଦ୍ଦିଷ୍ଟ ଭାବରେ କେତେକ ଅଂଶ ଉଠାଇବା ନେବା — To take up a portion of a pack of playing cards