ତାଳୁ Tāḻu

  • ସଂ. ବି. (ତୃ ଧାତୁ= ଗମନ କରିବା+ କରଣେ. ଉ; ଢୁଳ. ତା. ତାଳେ; ତେ. ତାଳ; ଯାହାଦ୍ୱାରା ଶବ୍ଦ ନିର୍ଗତ ହୁଏ) — ପାଟି ମଧ୍ୟର ତାଳୁକା ବା ଊର୍ଦ୍ଧ୍ୱତମ ସ୍ଥାନ; ମୂର୍ଦ୍ଧା ଓ ଦନ୍ତର ମଧ୍ୟବର୍ତ୍ତୀ ସ୍ଥାନ; ପାଟି ଉପରର ଛାତ — The palate or roof of the mouth
  • ଦେ. ବି — ମନୁଷ୍ୟମୁଣ୍ଡର ଊର୍ଦ୍ଧ୍ୱତମ ଅଂଶ — The corona or crown of the head
  • ଦେ. ବି — ପର୍ବତାଦିର ଶିଖ — Top (of a mountain)