ତାଳୀଶ ପତ୍ର Tāḻīṡa patra

  • ସଂ. ବି — ହିମାଳୟର ଦେବଦାରୁ ବର୍ଗର ତରୁବିଶେଷର ପତ୍ର — The silver fir; Abies Webbiana; Cinnamomum Tamala (Kirtikar)
  • ସଂ. ବି — ସଂ. ପର୍ଯ୍ଯାୟ—ଧାତୀପତ୍ର, ଶୁକୋଦର, ଗ୍ରନ୍ଥିକାପତ୍ର ତୁଳସୀଚ୍ଛଦ, ଅର୍କବନ୍ଧ, ପତ୍ରାଖ୍ୟ, କରିପତ୍ର, କରିଚ୍ଛଦ, ନୀଳ, ନୀଳାମ୍ବର, ତାଳୀପତ୍ର, ତମାଦ୍ୱୟ
  • ସଂ. ବି — [ଦ୍ର—ବୈଦ୍ୟକ ମତରେ ଏହା ମଧୁର, ଗରମ, କଫବାତନାଶକ ଏବଂ ଗୁଳ୍ମ, କ୍ଷୟରେଗ ଓ କାଶରେ ଉପ— କାରୀ। ହିମାଳୟ ପର୍ବତରେ ଏହା ମିଳେ। ହିନ୍ଦିରେ ଯାହାକୁ ତାଳୀଶପତ୍ର କହନ୍ତି, ଓଡ଼ିଆରେ ତାହା ତେଜପତ୍ର]