ତାଳିକା Tāḻikā

  • ସଂ. ବି. ସ୍ତ୍ରୀ (ତାଳ+କ+ସ୍ତ୍ରୀ. ଆ) — କରତାଳି — Clap
  • ସଂ. ବି. ସ୍ତ୍ରୀ (ତାଳ+କ+ସ୍ତ୍ରୀ. ଆ) — ଚାପୁଡ଼ା — Slap
  • ସଂ. ବି. ସ୍ତ୍ରୀ (ତାଳ+କ+ସ୍ତ୍ରୀ. ଆ) — ମଞ୍ଜିଷ୍ଠା — Indian madder
  • ସଂ. ବି. ସ୍ତ୍ରୀ (ତାଳ+କ+ସ୍ତ୍ରୀ. ଆ) — ନିର୍ଘଣ୍ଟ; ତାଲିକା — List
  • ସଂ. ବି. ସ୍ତ୍ରୀ (ତାଳ+କ+ସ୍ତ୍ରୀ. ଆ) — କାଗଜର ପୁଲିନ୍ଦା — A cover containing a bundle of papers
  • ସଂ. ବି. ସ୍ତ୍ରୀ (ତାଳ+କ+ସ୍ତ୍ରୀ. ଆ) — ତାଳମୂଳୀ (ଦେଖ) — Tāḻmūḻi (See)
  • ସଂ. ବି. ସ୍ତ୍ରୀ (ତାଳ+କ+ସ୍ତ୍ରୀ. ଆ) — ତାଲା — Padlock