ତାଳଗଛିଆ କରିବା Tāḻa-gachhiā karibā
- ଦେ. କ୍ରି.—(ତୁଳ. ଗବଗଛିଆ କରିବା) — ଟେକାଟେକି କରିବା; ଖୋସାମତ କରିବା; ଚାଟୁ କରିବା — To flatter
- ଦେ. କ୍ରି.—(ତୁଳ. ଗବଗଛିଆ କରିବା) — କୌଣସି ବ୍ଯକ୍ତିକୁ ଖୁବ୍ ବଡ଼ ବା ମହତ୍ ବୋଲି ପ୍ରଚାର କରିବା — To represent a man to be higher than what he actually is; to raise a person to the skies